ଭୁବନେଶ୍ଵରସ୍ଥିତ ରୋଟାରୀ ଭବନରେ ସୁଜାତା ମହାପାତ୍ର ଙ୍କ ଲିଖିତ ଗଳ୍ପ ପୁସ୍ତକର ପଶ୍ଚିମ ପବ୍ଲିକେସନ ପ୍ରକାଶିତ ତଥାପି ଜୀବନ ଏବଂ ଇଭେଣ୍ଟ ପ୍ରକାଶିତ MERMAID ର ଉନ୍ମୋଚନ ଉତ୍ସବ । ଯୋଗଦେଇଥିଲେ (ବାମରୁ) ଡ ଶକୁନ୍ତଳା ବଳିଆରସିଂ , ଅଧ୍ୟାପକ ବିଶ୍ୱରଂଜନ, ନ୍ୟାୟମୂର୍ତ୍ତୀ ଶଶିକାନ୍ତ ମିଶ୍ର, ଲେଖିକା ସୁଜାତା ମହାପାତ୍ର, ଅଶୋକ ମହାନ୍ତି, ଶ୍ରୀ ରବି ନନ୍ଦ, ଶ୍ରୀ କାମାକ୍ଷା ମହତାବ।